କେହି ଜଣେ ସତ କହିଛନ୍ତି “Laughter Is The Best Medicine” ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ । ଯେଉଁ ଲୋକମାନେ ଚିନ୍ତିତ କିମ୍ବା ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ ମେଡ଼ିସିନ ଭଳି କାମ କରିଥାଏ । ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ ।

ସ୍ଵାମୀ ସ୍ତ୍ରୀଙ୍କୁ କହିଲେ ଗତ ମାସର ହିସାବ ଦିଅ ।
ସ୍ତ୍ରୀ ହିସାବ ଲେଖିବା ଆରମ୍ଭ କଲେ ଏବଂ ମଝିରେ ମଝିରେ ଲେଖିବାରେ ଲାଗିଲେ ଭ.ଜା.କୁ.ଗ ।
800 ଭ.ଜା.କୁ.ଗ ।
2000 ଭ.ଜା.କୁ.ଗ ।
500 ଭ.ଜା.କୁ.ଗ ।
ସ୍ଵାମୀ ପଚାରିଲେ ଏହି ଭ.ଜା.କୁ.ଗ କଣ ଅଟେ?
ସ୍ତ୍ରୀ- ଭଗବାନ ଜାଣନ୍ତି କୁଆଡେ ଗଲା ।
ଏପରି ହିସାବ ତ ଆପଣ କେବେ ମଧ୍ୟ ଦେଖିନଥିବେ।
ଏଥିପାଇଁ କୁହନ୍ତି ଯେ ସ୍ତ୍ରୀଙ୍କ ଠାରୁ କେବେ ହିସାବ ମାଗିବା ଉଚିତ ନୁହେଁ ।
ଆଗାମୀ ଥର ଆପଣଙ୍କୁ ଏପରି ଲେଖା ହୋଇଥବା ମିଳେ ତ ଅର୍ଥ ବୁଝିଯିବେ ।
ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ କହିବା ମାନନ୍ତି ନାହିଁ ତେବେ…. ତେବେ….. ।
ଏତେ ଧ୍ୟାନର ସହିତ ପଢିବା ଆବଶ୍ୟକ ନାହିଁ …. କାହାର ମଧ୍ୟ ମାନନ୍ତି ନାହିଁ …. ଏହାର କୌଣସି ଉପଚାର ନାହିଁ ….. ।
ଏ କଥା ଯିଏ ମଧ୍ୟ କହିଛନ୍ତି ବିଲକୁଲ ସତ କହିଛନ୍ତି । ଆପଣ ଭଗବାନଙ୍କ ଠାରେ ନିଜର କଥା ମନେଇ ପାରିବେ କିନ୍ତୁ ସ୍ତ୍ରୀ ଙ୍କ ଠାରୁ …. କେବେ ନୁହେଁ ।
ପତ୍ନୀ- ହେଇଟି ଶୁଣୁଛ କି , ଦୁଇକିଲୋ ମଟର ନେଇଯିବି କି?
ସ୍ଵାମୀ- ହଁ….. ନେଇଯାଅ ଯାହା ଠିକ ଲାଗୁଛି ସେପରି କର ।
ପତ୍ନୀ- ପରାମର୍ଶ ମାଗୁନି ତୁମର…. ପଚାରୁକି….. ଏତିକି ଛଡେଇ ପାରିବ ନା…. କମ ନେବି
ହା ହା ହା … ଏବେ ସତ କୁହନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କେତେ ମଟର ଛଡେଇଛନ୍ତି ।

ଜଜ- ଘରର ମାଲିକ ଘରେ ଥାଇ ମଧ୍ୟ ତୁମେ ଚୋରୀ କଲ କିପରି?
ଚୋର- ସାହେବ ଆପଣଙ୍କ ଚାକିରି ମଧ୍ୟ ଭଲ ଅଛି,
ଦରମା ମଧ୍ୟ ଭଲ ଅଟେ, ତାହେଲେ ଆପଣ ଏସବୁ ଜାଣିକି କଣ କରିବେ?
ଏଭଳି ଉତ୍ତର ତ କୌଣସି ସାହସୀ ଚୋର ହିଁ ଦେଇପାରିବ ଯେପରି ଏହି ଲୋକ ଜଣକ ଦେଲେ ।
ଭାରତରେ ଗରମ ସେତେବେଳ ପର୍ଯ୍ୟନ୍ତ ମାନ୍ୟ ନୁହେଁ…. ।
ଯେତେବେଳ ପର୍ଯ୍ୟନ୍ତ ଟିଭିରେ “ଆୟା ମଉସମ ଥଣ୍ଡେ ଥଣ୍ଡେ Dermicool କା” ବାଲା Ad ନ ଆସିଥିବ ….!
ଏକଥା ତ ସଂପୂର୍ଣ୍ଣ ଠିକ ଅଟେ। ଯେପର୍ଯ୍ୟନ୍ତ ଟିଭିରେ Darmicool ର Ad ଦେଖା ନଯାଇଛି ସେ ପର୍ଯ୍ୟନ୍ତ ଗ୍ରୀଷ୍ମର ଆସିବାର ଅନୁଭବ ହୁଏ ନାହିଁ ।
ସଞ୍ଜୁ ନିଜର ଗାର୍ଲଫ୍ରେଣ୍ଡଙ୍କର ବାପାଙ୍କୁ ସାକ୍ଷାତ କରିବାକୁ ଗଲା… ।
ଝିଅର ବାପା- ମୁଁ ଚାହେଁ ନାହିଁ ଯେ ମୋର ଝିଅ ନିଜର ସାରା ଜୀବନ ଏକ ମୂର୍ଖ ବ୍ୟକ୍ତି ସହିତ ବିତାଉ….।
ସଞ୍ଜୁ- ବାସ, ଅଙ୍କଲ, ଏଥିପାଇଁ ତ ମୁଁ ତାକୁ ଏଠାରୁ ନେଇଯିବାକୁ ଆସିଛି ।
ଦେ ଜୋତା… ଦେ ଚପଲ….।
ଆପଣ ନିଜର ଗାର୍ଲଫ୍ରେଣ୍ଡର ବାପାଙ୍କ ସହିତ ସାକ୍ଷାତ କରିବାକୁ ଯିବେ ତ ସାବଧାନତା ପୂର୍ବକ ଉତ୍ତର ଦେବେ।
ଏହି ପ୍ରକାର ର ଉତ୍ତର ହୁଏତ ଆପଣଙ୍କୁ ବିପଦରେ ପକେଇ ନଦେବ ।

ଫ୍ରେଣ୍ଡସ – Asian Paints (ଯାହା ଦୁନିଆର ବଦଳେଇ ଦିଏ)
ଗାର୍ଲଫ୍ରେଣ୍ଡ- Everest Masala (Taste ମେ Best)
ପତ୍ନୀ- Mosquito Coil (କୋଣ କୋଣରୁ ଖୋଜି ମାରେ)
ହା ହା ହା… ବନ୍ଧୁ, ଗାର୍ଲଫ୍ରେଣ୍ଡ ଏବଂ ପତ୍ନୀଙ୍କୁ ପରିଭାଷିତ କରିବାକୁ ଏହାଠାରୁ ଉତ୍ତମ ଉଦାହରଣ କେଉଁଠାରେ ମିଳିବ ନାହିଁ ।
ଗରମରେ ମଦ ଦିନରେ ପିଇବା ଉଚିତ ।
ପଡିଗଲେ ବି ଲୋକମାନେ ଭାବିବେ…. ବିଚରା କୁ ଚକ୍କର ଆସିଯାଇଥିବ ।
ଏବେ ତ ମଦ ଦିନରେ ମଧ୍ୟ ଉପଭୋଗ କରିବାର ବାହାନା ମିଳିଗଲା ।
ଶାଳି ବାଥରୁମରୁ ସ୍ନାନ କରି ବାହାରିଲା ତ ତାହାର ଭିଣୋଇ ତାଙ୍କୁ ଚାହିଁବାରେ ଲାଗିଲେ ।
ଶାଳି ରୋମାଣ୍ଟିକ ପ୍ରକାରରେ କହିଲା “ କଣ ଉଦ୍ଦେଶ୍ୟ ଅଟେ?”
ଭିଣୋଇ ପାଖକୁ ଆସି ତାକୁ ଜୋରରେ ଦୁଇ ଚାପୁଡା ମାରିଲେ
ଏବଂ କହିଲେ “ମୋର ଗରମ ପାଣିରେ କାହିଁକି ଗାଧୋଇଲୁ”?
