କେହି ଜଣେ ସତ କହିଛନ୍ତି “Laughter Is The Best Medicine” ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ । ଯେଉଁ ଲୋକମାନେ ଚିନ୍ତିତ କିମ୍ବା ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ ମେଡ଼ିସିନ ଭଳି କାମ କରିଥାଏ । ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ ।

ମୋର ସାଙ୍ଗ ନିଜର Ex-ଗାର୍ଲଫ୍ରେଣ୍ଡର ବିବାହରେ ଏତେ ଜବରଦସ୍ତ ନାଗିନ ଡ୍ୟାନ୍ସ କଲା ଯେ ଝିଅର ବାପାକୁ କହିବାକୁ ପଡିଲା …. ।
ଏବେ ବାହାଘର ହେବାକୁ ଦେବୁ ନା ନାଗମଣି ନେଇକି ମାଣନିବୁ…!!!
ହାଲୁକା ହାଲୁକା ବର୍ଷା ହେଉଛି…. ।
କିଛି ଭଲ ଖାଇବାର ମନ ହେଉଛି… ।
ପତନୀଙ୍କୁ କହିଲି- ଯାହା ସବୁଠାରୁ ଭଲ ହୁଏ, ତାହା ବନାଅ…।
ତାପରେ????? ତାପରେ କଣ, ମୁହଁ ବନେଇ ବସିଗଲା…I
ସମୟ କେବେ ଏକ ଭଳି ରହେ ନାହିଁ, ବଦଳେ ନିଶ୍ଚିତ। କାଲି ପର୍ଯ୍ୟନ୍ତ ମାସକୁ 1 ଜିବି ଡାଟା ଯଥେଷ୍ଟ ଥିଲା…।
କିନ୍ତୁ ଏବେ ଦିନର 1 ଜିବି ମଧ୍ୟ କମ ଲାଗୁଛି…I

ଶାଳି- ଯଦି ମୁଁ ତୁମର ଗାଲକୁ ଚୁମା ଦେବି ତ ତୁମେ କଣ କରିବ?
ଭିଣୋଇ- ନିର୍ମଳ ବାବାଙ୍କ ପାଖକୁ ଯିବି ।
ଶାଳି- କାହିଁକି?
ଭିଣୋଇ- ନିର୍ମଳ ବାବାଙ୍କୁ ଜଣେଇବାକୁ, କୃପା ଆସିବା ଆରମ୍ଭ ହେଇଗଲା ।
ପତ୍ନୀ ସ୍ଵାମୀଙ୍କୁ ପଚାରିଲା ଯଦି ମୁଁ ନରହିବି ତୁମେ କଣ କରିବ?
ସ୍ଵାମୀ- ଯଦି ତୁମେ କିଛି ହୋଇଗଲା ତ ମୁଁ ପାଗଳ ହୋଇଯିବି ।
ପତ୍ନୀ- ଦ୍ଵିତୀୟ ବିବାହ ତ କରିବା ନାହିଁ?
ସ୍ଵାମୀ- ପାଗଳର କଣ ଭରସା, କିଛି ବି କରିପାରେ ।
ଜେଲ କୁ ହାୱାଲତ କାହିଁକି କୁହନ୍ତି ଜଣନ୍ତିକି ?
ବଣ୍ଟି- ଜେଲ କୁ ହିନ୍ଦୀରେ ହାୱାଲାଟ କାହିଁକି କୁହନ୍ତି?
ଗପ୍ପୁ- କାରଣ ଜେଲରେ ଖାଇବାକୁ କେବଳ ହାୱା ଏବଂ ଲାତ ହିଁ ମିଳେ ।

କଣ କ୍ଷୀର ପିଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ?
ମୋନୁ- ମା କୁହେ ଯେ ମଇଁଷି କ୍ଷୀର ପିଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ।
ଶୋନୁ- ମା ମୂର୍ଖ ବନାଉଛି ।
ଯଦି ଏପରି ହୁଅନ୍ତା ତ ମଇଁଷିର ଛୁଆ ବୈଜ୍ଞାନିକ ହୋଇନଥାନ୍ତା କି?
ଯେବେ ହଜିଗଲା ଗପ୍ପୁର ଘଡି ।
ଗପ୍ପୁ- ମୋର ଘଣ୍ଟା ହଜିଯାଇଛି, କଣ ତୁମେ କେଉଁଠାରେ ଦେଖିଛ କି?
ପପ୍ପୁ- ନାହିଁ, ଚାଲୁଥିଲା ନା ବନ୍ଦ ଥିଲା?
ଗପ୍ପୁ- ଚାଲୁଥିଲା ।
ପପ୍ପୁ- ତେବେ ନିଶ୍ଚିତ କେଉଁଠାକୁ ଚାଲି ଯାଇଥିବ ।

ଅଙ୍ଗୁରୀ ଭାଉଜ- ଲଡ୍ଡୁ ର ଭାଇ ମୋର ନୂଆ ନୂଆ ବ୍ୟାଙ୍କ ଖାତା ଖୋଲେଇଛନ୍ତି ।
ବିଭୁତି- ଆରେ ୱାଃ ଭାଉଜ! କେଉଁ ବ୍ୟାଙ୍କରେ?
ଅଙ୍ଗୁରୀ – ଏକ କିସ ବ୍ୟାଙ୍କରେ ।
ବିଭୁତି ବେହୋଶ ହେଉ ହେଉ ବଞ୍ଚିଗଲା ଏବଂ କହିଲା- ଆରେ ଭାଉଜ ଆହା ଏକ କିସ ନୁହେଁ AxisBank ଅଟେ…!!!
ଶାଶୁ- ଭଗବାନ ତୁମକୁ ଦୁଇ ଦୁଇଟା ଆଖି ଦେଇଛନ୍ତି, ଚାଉଳରେ ଦୁଇ ଚାରିଟା ଗୋଡି ବାହାର କରିପାରୁନୁ ।
ବୋହୁ- ବହୁତ ଫନି , ଭଗବାନ ତୁମକୁ 32 ଦାନ୍ତ ଦେଇଛନ୍ତି, 2-4 ଗୋଡି ଚୋବେଇ ପାରିବ ନାହିଁ?
ମହିଳା ବାଇକରେ ବସିବା ପରେ ସ୍ଵାମୀଙ୍କ ଜଙ୍ଘରେ ହାତ କାହିଁକି ରଖେ ଜାଣିଛ କି?
କାରଣ, ସ୍ଵାମୀଙ୍କ ପକେଟରେ ଗୁଟୁଖା, ଖଇନି ଏବଂ ଚୂନ ଡବା ରାସ୍ତାରେ ପଡିନଯିବ…!!!!
ପ୍ରେମ ତ ପ୍ରେମ ହୋଇଥାଏ ।
